ଘୋଳାଇବା
ଦେଖଣା
ଘୋଳାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଘୋଳାଇ ହେବା (ଦେଖ) - ୧. Ghoḻāi hebā (See)
- ୨. ଘୋଳାଇ ଯିବା (ଦେଖ) - ୨. Ghoḻāi jibā (See)
- ୩. ଗୋଳିଆ ହେବା; ପଚି ପାଣିଫାଟି ଯିବା — ୩. To be rotten or muddled; to become putrid or putrified; to become watery or liquofied.
- ୪. ଦ୍ରବିତ କରିବା —୪. To liquefy.