Jump to content

ଘୋଳାଇ ଯିବା

ଉଇକିଅଭିଧାନ‌ରୁ

ଘୋଳାଇ ଯିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ସଂସ୍କୃତ - ଘୂର୍ଣ୍ଣନ; ପ୍ରା. ଘୁଳନ)

[ସମ୍ପାଦନା]

ଆମ୍ୱ ଆଦି ଫଳ ସୁପକ୍ୱ ହେବା ପରେ ବହୁ ଦିନ ରହି ଗଲେ ତହିଁର ଭିତରର ଶସ ଯାକ ବିକୃତ ଓ ପାଣିଆ ହୋଇଯିବା; ଲୁତୁପୁତୁ ହେବା —(said of ripe fruits) To become rotten or muddled.

[ଦ୍ରଷ୍ଟବ୍ୟ —ପାଚିଥିବା ଫଳ ଓ ଡ଼ିମ୍ୱ ଆଦି ବୋହୁକାଳ ରହିଲେ ତାହା ପ୍ରଥମ ଘୋଳାଇଯାଏ ଓ ତା ପରେ ରହିଲେ ସଢ଼ିଯାଏ ଡିମ୍ୱ ଘୋଳାଇ ଗଲେ କାଞ୍ଜିଆ ହୋଇଯାଏ; ଫଳ ଘୋଳାଇ ଗଲେ ଲୋତରା ବା ଲୁତୁପୁତୁ ହୋଇଯାଏ]