ଘୋଷକ
ଦେଖଣା
ଘୋଷକ
ଉଚ୍ଚାରଣ
[ସମ୍ପାଦନା](ଘୋଷିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଘୂଷ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଧ୍ୱନିକାରକ — ୧. Sounding; crying.
- ୨. ଘୋଷଣାକାରୀ; ପ୍ରଚାରକ — ୨. Proclaiming; publishing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଘଣ୍ଟାବଜାଳି ଲୋକ —୧. Bell-man.
- ୨. ପ୍ରଚାରକ ବ୍ୟକ୍ତି —୨. Proclaimer; publisher.
- ୩. ବକ୍ତା —୩. Preacher; speaker.
- ୪. ଜହ୍ନି (ଲତା ଓ ଫଳ) — ୪. Luffa Acutanglia (creeper and fruit).