Jump to content

ଘୋଷଣବର୍ଣ୍ଣ

ଉଇକିଅଭିଧାନ‌ରୁ

ଘୋଷଣବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ଘୋଷଣଯୁକ୍ତ ବର୍ଣ୍ଣ)

[ସମ୍ପାଦନା]

(ବ୍ୟାକରଣ) ଦୀର୍ଘପ୍ରାଣ ବର୍ଣ୍ଣ; ବର୍ଗର ୩ୟ ଓ ୪ର୍ଥ ବର୍ଣ୍ଣ; ଉଚ୍ଚାରଣ ସମୟରେ ଗମ୍ଭୀର ଧ୍ୱନିଯୁକ୍ତ ବ୍ୟଞ୍ଜନବର୍ଣ୍ଣ —Hard-sounding consonants; consonants having hard or grave sound.

(ଯଥା—ଗ, ଘ; ଜ, ଝ; ଡ, ଢ; ଦ, ଧ; ବ, ଭ;)