ଘୋଷଯାତ୍ରା
ଦେଖଣା
ଘୋଷଯାତ୍ରା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ଷଷ୍ଠୀ ତତ୍; ଘୋଷ=ଆଭୀରପଲ୍ଲୀ+ଯାତ୍ରା=ଗମନ)
- ୧. ପୂର୍ବକାଳରେ ରାଜାମାନେ ଗୋରୁଙ୍କ ଅବସ୍ଥା ପରିଦର୍ଶନ କରିବା ନିମନ୍ତେ ଗଉଡ଼ସାହିକୁ ଶୋଭାଯାତ୍ରା କରି ଯିବା ରୂପ ପର୍ବ —୧. A festival observed in ancient India by king visting the hamlets of cow-herds in state to see the condition of the cattle of the realm.
- ୨. ଜଗନ୍ନାଥଦେବଙ୍କ ରଥଯାତ୍ରା —୨. Car festival of the Deity Jagannātha at Puri.
- ୩. ଘୋଷ ବା ଗଉଡ଼ମାନଙ୍କୁ ଶଙ୍ଖୁଳିବା ଛଳରେ ବନବାସୀ ପାଣ୍ଡବମାନଙ୍କୁ ଆପଣାର ଐଶ୍ୱର୍ଯ୍ୟ ଦେଖାଇବା ପାଇଁ ଦୁର୍ଯ୍ୟୋଧନଙ୍କର ଦ୍ୱୈତବନକୁ ଯାତ୍ରା —୩. The procession of Durj̄yodhana to the Dw&aline;i̱ta woods under the plea of visting the cow-herds but actually to show their splendour to the exiled pāṇṇabas.
ହେଲା ଦୁର୍ଯ୍ୟୋଧନଙ୍କ ଘୋଷଣଯାତ୍ରା ଶେଷ, କହଇ କୃଷ୍ଣସିଂହ ନରକୁଳ ଈଷ—କୃଷ୍ଣସିଂହ. ମହାଭାରତ. ବନ
ଧ୍ୱନି (ମାନକ ଓଡ଼ିଆ) (file)