Jump to content

ଘୋଷରା

ଉଇକିଅଭିଧାନ‌ରୁ

ଘୋଷରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଘୋଷରୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର୍ଷଣ)

[ସମ୍ପାଦନା]
୧. ଭୂମିରେ ପକାଇ ଟାଣିନେବା; ଘୋଷାରିବା କର୍ମ —୧. Dragging on the ground; state of being dragged on the ground.

ବାଘନବା ବାଧେ ନାହିଁ; ଘୋଷରାଟା ବାଧେ—ଢଗ

୨. ଉଚ୍ଚ ସ୍ଥାନକୁ ନିମ୍ନକୁ ସହଜରେ ଗାଡ଼ି ଘୋଡ଼ା ଆଦି ଯିବା ନିମିତ୍ତ ଯେଉଁ ଗଡ଼ାଣିଆ ପଥ ତିଆରି ହୋଇଥାଏ; ଗଡ଼ା — ୨. Sloping road; gradual incline.
୩. ରାସ୍ତା ଉପରେ ପାଣି ପାର ହୋଇ ବହିଯିବା ପାଇଁ ହୋଇଥିବା ଅନୁଚ୍ଚ ପୟଃପ୍ରଣାଳୀ —୩. Causeway.
୪. ଘୋଷରା ଚିହ୍ନ (ଦେଖ) - ୪. Ghosharā chihna (See)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଅଳସୁଆ — ୧. Lazy; slothful.
୨. ମଠଆ; ଦୀର୍ଘସୂତ୍ରୀ —୨. Dilatory.