Jump to content

ଘୋଷରା ଘା

ଉଇକିଅଭିଧାନ‌ରୁ

ଘୋଷରା ଘା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଘର୍ଷଣ+ଘାତ)

[ସମ୍ପାଦନା]

ହଇରାଣ; ଦହଗଞ୍ଜ — Troubled.

(ଯଥା—ସେ ମଲାବେଳେକୁ ବହୁତ ଘୋଷରା ଘା ହେଲା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭୂମିରେ ଘୋଷରା ହେବାରୁ ଦେହରେ ହେବା କ୍ଷତ — Mark or abrasion caused on the body by being dragged on the ground.