ଘୋଷରା ଚିହ୍ନ
ଦେଖଣା
ଘୋଷରା ଚିହ୍ନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୋଷରା ଚିହ୍ନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବସ୍ତୁକୁ ଭୂମିରେ ଘୋଷାରି— ଥିବାର ଚିହ୍ନ —୧. Mark left by dragging a thing on the ground; trail; trace of gragging.
- ୨. କୌଣସି ବସ୍ତୁ ଭୂମିରେ ଘୁଷୁରିଥିବାର ଚିହ୍ନ — ୨. Mark of a thing having moved along the ground.
- ୩. ଘୋଷରା ଘା (ଦେଖ) - ୨. Ghosharā ghā (See)