Jump to content

ଘୋଷରା ପାହାଚ

ଉଇକିଅଭିଧାନ‌ରୁ

ଘୋଷରା ପାହାଚ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜନଅର, ଦେଉଳ, ଗାଡ଼ିଖାନା, ମାଲ— ଗୋଦାମ, ଅସ୍ତାବଲ ଆଦି ଉଚ୍ଚ ସ୍ତାନକୁ ନିମ୍ନ ସ୍ଥାନରୁ ବା ଦାଣ୍ଡରେ ଶଗଡ଼, ଘୋଡ଼ା ଓ ବଗି ଆଦି ଗଡ଼ିଯିବାପାଇଁ ନିର୍ମିତ ଗଡ଼ାଣିଆ ପାବଚ୍ଛ; ଢାଲୁ ରାସ୍ତା — A slope or inclined plane constructed to enable carts etc. to enter into or come out of a stable, garage or godown without having to get up or down a number of gallery-like steps; a sliding passage.