ଘୋଷହୀନ ବର୍ଣ୍ଣ
ଦେଖଣା
ଘୋଷହୀନ ବର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)
[ସମ୍ପାଦନା]ଲଘୁପ୍ରାଣ ବା ଅଘୋଷନବାନ୍ ବର୍ଣ୍ଣ; ବର୍ଗର ପ୍ରଥମ ଓ ଦ୍ୱିତୀୟ ବର୍ଣ୍ଣ — Consonants having soft sound.
[ଦ୍ରଷ୍ଟବ୍ୟ —କ, ଖ; ଛ; ଟ, ଠ; ଥ; ପ, ଫ; ଏହି ବ୍ୟଞ୍ଜନବର୍ଣ୍ଣମାନ ଉଚ୍ଚାରିତ ହେବା ସମୟରେ ଧ୍ୱନିର ଗାମ୍ଭୀର୍ଯ୍ୟ ପ୍ରକାଶ ପାଏ ନାହିଁ ଏଥିପାଇଁ ଏମାନଙ୍କୁ ଘୋଷହୀନ ବର୍ଣ୍ଣ ବୋଲାଯାଏ]