Jump to content

ଘୋଷାରିବା

ଉଇକିଅଭିଧାନ‌ରୁ

ଘୋଷାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘୃଣ ଧାତୁ+ଘର୍ଷଣ)

[ସମ୍ପାଦନା]
୧. ଭୂମିରେ ଲଗାଇ ଟାଣି କରି ନେବା — ୧. To drag along the ground.
୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ମଠ କରିବା — ୨. (fig) To do a work lazily.
୩. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ୍ୟରେ ମଠ କରିବାଦ୍ୱାରା କୌଣସି ବ୍ୟକ୍ତି ଦହଗଞ୍ଜ କରିବା —୩. (fig) To cause trouble to a person by dragging on a work.
୪. ଘୋଷାରି ହେବା (ଦେଖ) - —୪. Ghoshāri hebā (See)

କାନ୍ଧୁ ଖସି ପଣନ୍ତ ଘୋଷାରିଲା, ଉଡ଼ି ଫର ଫର ଶବଦ ଜାତ କଲା କୃଷ୍ଣସିଂହ. ମହାଭାରତ. ବିରାଟ

[ଦ୍ରଷ୍ଟବ୍ୟ —ଘୁଷୁରିବାର ଣିଜନ୍ତି ଘୋଷାରିବା ଘୋଷାରିବାର ଣିଜନ୍ତ ଘୋଷରାଇବା]