ଘୋଷାରି ହେବା
ଦେଖଣା
ଘୋଷାରି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଅନ୍ୟ ଲୋକ ଘୋଷାରିବା ଯୋଗୁଁ ତଳେ ଘୁଷୁରିବା —To trail on the ground being dragged by another.
- ୨. (ଲକ୍ଷଣାର୍ଥ) ନିଜର ବଳ ନ ଥାବାରୁ ବା ଇଚ୍ଛା ନ ଥିବା ସତ୍ତ୍ୱେ ବାଧ୍ୟ ହୋଇ କୌଣସି କାର୍ଯ୍ୟ ମଠରେ କରିବା — ୨. (figurative) To do a work lazily against one's inclination, being obliged to do it.