ଘୋଷି
ମୁଷ୍ଟ୍ୟାଘାତ; ବିଧା — Blow with the fist.
ଯେତେବେଳେ କାଶ ପ୍ରାପତି ହେବ ଆସି, ସେକାଳ ବସିବ କଟିରେ ମାରି ଘୋଷି— କୃଷ୍ଣସିଂହ. ମହାଭାରତ. ଶାନ୍ତି