Jump to content

ଘୋଷିତ

ଉଇକିଅଭିଧାନ‌ରୁ

ଘୋଷିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଘୁଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପ୍ରଚାରିତ — ୧. Proclaimed.
୨. ଉଚ୍ଚୈଃସ୍ୱରରେ କଥିତ —୨. Spoken loudly; declared; preached.