Jump to content

ଘ୍ନ

ଉଇକିଅଭିଧାନ‌ରୁ

ଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ଘ୍ନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ)

[ସମ୍ପାଦନା]
୧. ଘାତକ —୧. Murdering; killing.

(ଯଥା—ଶତ୍ରୁଘ୍ନ)

୨. ନାଶାକାରୀ —୨. Destroying.

(ଯଥା—ପୁଣ୍ୟଘ୍ନ)

୩. ଆରୋଗ୍ୟକାରୀ —୩. Curring.

(ଯଥା—ପିତ୍ତଘ୍ନ)