ଘ୍ରାଣ
ଦେଖଣା
ଘ୍ରାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଘ୍ରା ଧାତୁ+ଅନ)
[ସମ୍ପାଦନା]- ୧. (+କରଣ. ଅନ) ନାଶିକା —୧. Nose.
- ୨. (+ଭାବ. ଅନ) ଶୁଙ୍ଗିବା; ଗନ୍ଧଗ୍ରହଣ — ୨. Smelling; scenting.
- ୩. (+କର୍ମ. ଅନ)—ବାସନା — ୩. Smell; order; scent.
ସଂସ୍କୃତ - ବିଶେଷଣ - (ଘ୍ରା ଧାତୁ+କର୍ମ. ତ)
[ସମ୍ପାଦନା]ଆଘ୍ରାତ; ଶୁଂଘ ହୋଇଥିବା —Smelt.