ଘ୍ରାଣତର୍ପଣ
ଦେଖଣା
ଘ୍ରାଣତର୍ପଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ଘ୍ରାଣ+ତର୍ପଣ=ଯେ ତୃପ୍ତି କରାଏ; ବା ବହୁବ୍ରୀହ; ଘ୍ରାଣର ତୃପ୍ତି ହୁଏ ଯାହାଦ୍ୱାରା)
[ସମ୍ପାଦନା]- ୧. ନାସିକାର ତୃପ୍ତିସାଧନ —୧. Satisfying the sense of smell.
- ୨. ସୂରଭି; ସୁଗନ୍ଧ —୨. Fragrance; perfume; sweet smell.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ସୁଗନ୍ଧବିଶିଷ୍ଟ —Odorous; pleasant to the nose; fragrant.