Jump to content

ଘ୍ରାଣିବା

ଉଇକିଅଭିଧାନ‌ରୁ

ଘ୍ରାଣିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ଘ୍ରା ଧାତୁ)

[ସମ୍ପାଦନା]

ଶୁଂଘିବା — To smell.

ନିଜେ ପୁଷ୍ପାକର ସେ ଦିବ୍ୟ ସୌରଭ ଘ୍ରାଣି ନ ଥିବେ ସ୍ୱପନେ—ରାଧାନାଥ. ଯଯାତି