Jump to content

ଘ୍ରାତବ୍ୟ

ଉଇକିଅଭିଧାନ‌ରୁ

ଘ୍ରାତବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଘ୍ରା ଧାତୁ+କର୍ମ. ତବ୍ୟ)

[ସମ୍ପାଦନା]

ଯାହା ଶୁଂଘିବାର ଯୋଗ୍ୟ —Fit to be smelled.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗନ୍ଧ —Smell; odour.