Jump to content

ଘ୍ରାତି

ଉଇକିଅଭିଧାନ‌ରୁ

ଘ୍ରାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଘ୍ରା ଧାତୁ+ଭାବ. ତି)

[ସମ୍ପାଦନା]
୧. ଆଘ୍ରାଣ; ଶୁଂଘିବା — ୧. Smelling.
୨. (+କରଣ. ତି) ନାସିକା —୨. The nose.