Jump to content

ଚଅଁରଝାଡ଼ୁ

ଉଇକିଅଭିଧାନ‌ରୁ

ଚଅଁରଝାଡ଼ୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମର+ ସଂସ୍କୃତ - ଜଟ କିମ୍ୱା ଝାଟ)

[ସମ୍ପାଦନା]

ଚଅଁର ପରି ଦେଖାଯିବା ଏକପ୍ରକାର ତୃଣର ପୁଷ୍ପଗୁଚ୍ଛରେ ନିର୍ମିତ ଗୃହମାର୍ଜନୀବିଶେଷ; ଫୁଲଝାଡ଼ୁ — A kind of broom looking like a chowrie made of hair-like filaments of Broom- grass (Sorghum Vulgare).