Jump to content

ଚଇଁକାଠ

ଉଇକିଅଭିଧାନ‌ରୁ

ଚଇଁକାଠ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚବିକା+ କାଷ୍ଠ)

[ସମ୍ପାଦନା]

ଓଷଧ ଲତାବିଶେଷ — A medicinal creeper.

[ଦ୍ରଷ୍ଟବ୍ୟ —ଏହା ତାମ୍ୱୂଳାଦି ବର୍ଗର ଲତା ଏହି ଲତା ନଦୀ ଓ ପାଣିକୂଳରେ ହୁଏ ଏହାର ପତ୍ରର ଆକାର ପାନ ପରି; ଫଳ ପିପ୍ପଳୀ ପରି ଏହା ଗୁହ୍ୟ— ଦେଶଜାତ ରୋଗନାଶକ ଏହି ଲତାର ଫଳକୁ ଗଜପିପ୍ପଳୀ ବା ବଣ ପିପ୍ପଳା ବୋଲାଯାଏ]