ଚଇତିମତା

ଉଇକିଅଭିଧାନ‌ରୁ

ଚଇତିମତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୈତ୍ର ଓ ମତ୍ତତା)[ସମ୍ପାଦନା]

ଚୈତ୍ରମାସରେ ବର୍ଷା ହେବା —Raining in the month of Ch&aline;i̱tra.

ମେଘ ଚଇତିମତା କଲା, ଗଉଡ଼ ଗାଈ ଦୁହଁ ମଲା ପ୍ରବଚନ

ଦେଶଜ - ବିଶେଷଣ -[ସମ୍ପାଦନା]

ଚଇତ୍ରମାସରେ ବର୍ଷିବା ବା ମାତିବା (ମେଘ) Raining in the month of Ch&aline;itra.