ଚଉକ

ଉଇକିଅଭିଧାନ‌ରୁ

ଚଉକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍କ; ପ୍ରା. ଚଉକ୍କ)[ସମ୍ପାଦନା]

୧. ଚାରିଅଙ୍ଗୁଳ ପରିମାଣ — ୧. A measure of the breadth of ୪ fingers.

ଚଉକେ ଅନ୍ତର ଜୁହଇ କେବେ—କବିସୂର୍ଯ୍ୟ କବିତା

୨. ଚଉରାସ୍ତା; ଚତୁଷ୍ପଥ — ୨. A meeting place for ୪ roads.
୩. ବହୁ ଲୋକଙ୍କ ମିଳନସ୍ଥଳ; ଗଞ୍ଜ — ୩. A market place; a public square.


୪. ଗୃହକ କାଷ୍ଠସ୍ତମ୍ଭର ମୁଣ୍ଡ ଉପରେ ଥିବା କାଷ୍ଠଖଣ୍ଡ — ୪. A piece of wood put on the top of a pillar of a house.
୫. ଚତୁଷ୍କୋଣବିଶିଷ୍ଟ କ୍ଷେତ୍ର ବା ସ୍ଥାନ — ୫. Quadrangle; a square.
୬. ଚଉକା; ଚାରି ଟିପବିଶିଷ୍ଟ ତାସ — ୬. A card with four points.
୭. ଚାରି ପାଖରେ ଘର ଥିବା ଖଞ୍ଜା — ୭. A countyard sorrounded by houses on four sides.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ପାଞ୍ଚଶେଣିଆ ଚାଳଘରର ତଳଶେଣି ଓ ମଥାନ—ଶେଣିର ମଧ୍ୟରେ ଥିବା ଦୁଇପାଖର ଶେଣିଦ୍ୱୟ —The middlemost pair of plates in a five-plated thatched house.