Jump to content

ଚଉକିଦାରି ଟିକସ

ଉଇକିଅଭିଧାନ‌ରୁ

ଚଉକିଦାରି ଟିକସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଚଉକିଦାରୀ+ ଇଂରାଜୀ - ଟାକ୍ସ)

[ସମ୍ପାଦନା]

ଚୁଲି— ଟିକସ; ଚଉକିଦାରର ଦରମା ଉଠାଇବା ନିମନ୍ତେ ଗ୍ରାମସ୍ଥ ପ୍ରତ୍ୟେକ ସକ୍ଷମ ଗୃହସ୍ଥଠାରୁ ଆଦୟ ହେବା କର —Village-chowkidari tax.