ଚଉକିଦାରି ପ୍ରେସିଡେଣ୍ଟ୍

ଉଇକିଅଭିଧାନ‌ରୁ

ଚଉକିଦାରି ପ୍ରେସିଡେଣ୍ଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ଚୌକିଦାରି+ ଇଂରାଜୀ - ପ୍ରେସିଡ଼େଣ୍ଟ୍)[ସମ୍ପାଦନା]

ଚଉକିଦାରି ଆଇନ୍ ଅନୁସାରେ ଗ୍ରାମ— ପୁଞ୍ଜରେ ନିର୍ବାଚିତ ପଞ୍ଚାଏତମାନଙ୍କର ସଭାପତି; ଶିରପଞ୍ଚ — The President of a Chowkidari union.