ଚଉଖାନି

ଉଇକିଅଭିଧାନ‌ରୁ

ଚଉଖାନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚତୁଷ୍କାକାରରେ ବୁଣା ଯାଇଥିବା ବା ଚିତ୍ରିତ ହୋଇଥିବା ବସ୍ତ୍ର —Cloth painted or woven into squares.
୨. ଚାରି ଭାଷା —୨. Four languages.
୩. ଜରାୟୁଜ, ଅଣ୍ଡଜ, ସ୍ନେଦଜ ଓ ଉଦ୍ଭିଜ୍ଜ ଏହି ଚାରି ଜାତିର ଜୀବ —୨. The four classes of animals born of womb, of eggs, of sweat and of vegetable.