ଚଉତନା
ଦେଖଣା
ଚଉତନା
ଉଚ୍ଚାରଣ
[ସମ୍ପାଦନା](ଚଉତୁନା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁସ୍ ଓ ତନୁ; କିମ୍ୱା ତନ ଧାତୁ= ବିସ୍ତାର କରିବା)
[ସମ୍ପାଦନା]- ୧. ଚାରିକୋଣିଆଁ ରୁମାଲ ବା ଚାଦର — ୧. A square napkin or wrapper.
- ୨. ଯେଉଁ ମରହଟ୍ଟୀ କୁରୁତା ବା ଅଙ୍ଗାରେ ବୋତାମ ପରିବର୍ତ୍ତେ ଦୁଇପାଖେ ଚାରିଖଣ୍ଡ ଫିତା ଲାଗିଥାଏ — ୨. A coat with ୪ tapes on two sides for fastening the flaps.
- ୩. ଶିଶୁମାନଙ୍କ ମୁଣ୍ଡର ଟୋପି ଯହିଁର ଦୁଇପାଖେ ଚାରି ଖଣ୍ଡ ଫିତା ଲାଗିଥାଏ —୩. Infant's cap to which ୪ tapes are attached.