Jump to content

ଚଉତରା

ଉଇକିଅଭିଧାନ‌ରୁ

ଚଉତରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଉତୁରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତ୍ୱର; ଚତ୍ୱାଳ)

[ସମ୍ପାଦନା]
୧. ଚାନ୍ଦିନୀ; ବସିବା— ପାଇଁ ପ୍ରସ୍ତୁତ ମେଲା ଚତୁଷ୍ପୋଣ ପୀଠ — ୧. A raised pucca square platform.
୨. ପକ୍କା ତୁଳସୀଚଉରା — ୨. A raised puppa platform to plant the Holy Basil plant.
୩. ଚୌବଚ୍ଚା; ଗୃହସ୍ଥର ବ୍ୟବହାରୀୟ ଜଳ ସଂଗ୍ରହ କରି ରଖିବା ନିମନ୍ତେ ପ୍ରସ୍ତୁତ ଚତୁଷ୍ପୋଣ ଜଳକୁଣ୍ଡ — ୩. A square reserevoir to store water for daily household use or consumption.