Jump to content

ଚଉତାରି

ଉଇକିଅଭିଧାନ‌ରୁ

ଚଉତାରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତ୍ୱର)

[ସମ୍ପାଦନା]
୧. ବହୁ ଚତୁଷ୍କ ଆକାରରେ ବୁଣା ହୋଇଥିବା (ଲୁଗା) — ୧. (cloth) Woven into squares.
୨. ନିକଟବର୍ତ୍ତୀ ଦୁଇଦୁଇ ସୂତାରେ ଏକତ୍ର ବୁଣା ଯାଇଥିବା (ମଶିଣା) ୨. (mat) Woven with ୨ strings at a time.