ଚଉଦୁଆର

ଉଇକିଅଭିଧାନ‌ରୁ

ଚଉଦୁଆର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ିଶାର ପ୍ରାଚୀନ ରାଜାମାନଙ୍କର ସାମୟିକ ରାଜଧାନୀବିଶେଷ —A town for sometime capital of ancient Oria kings.

[ଦ୍ରଷ୍ଟବ୍ୟ —ଏହା କଟକର ଉତ୍ତର ପଶ୍ଚିମ ସାତ ମାଇଲ ଦୂରରେ ବିରୂପା ନଦୀ କୂଳରେ ଅବସ୍ଥିତ ଚଉଦୁଆର, ଜୋବରା ଓ ନରାଜରେ ଆନିକଟ (ପଥର ବନ୍ଧ) ପକାଇ ସରକାର ୧୨: ମାଇଲ ଲମ୍ୱର ଗୋଟିଏ ଜଳଭଣ୍ଡାର କରି ଓଡ଼ିଶାର କେନାଲ ସୃଷ୍ଟି କରି ଅଛନ୍ତି ଏଠାରେ ଜନମେଜୟ ମହାରାଜ ଯଜ୍ଞ କରିଥିବା ବିଷୟରେ ସ୍ଥାନୀୟ ଜନଶ୍ରୁତି ଅଛି ଭୂଗର୍ଭରୁ ଏଠାରେ ପୁରୁଣା ମୂଦ୍ରା ଅବଧି ମିଳୁଅଛି ଚୈତନ୍ୟଦେବ ଓଡ଼ିଶାକୁ ଆସିଥିଲା ବେଳେ ଏଠାରେ ଓଡ଼ିଶା ରାଜାଙ୍କର ଗୋଟିଏ ରାଜଧାନୀ ଥିଲା]

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଦ୍ଦ୍ୱାର)[ସମ୍ପାଦନା]

ଚାରିଦ୍ୱାରାବିଶିଷ୍ଟ — Having four doors or gates.