ଚଉଦ ପହଣ୍ଡିଆ
ଦେଖଣା
ଚଉଦ ପହଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା](ଚଉଦ ପାହୁଣ୍ଡିଆ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସାତପାହୁଣ୍ଡିଆ ଖେଳ ପରି ଏକପ୍ରକାର ଖେଳ —A kind of outdoor game; a contest at running.
[ଦ୍ରଷ୍ଟବ୍ୟ —ପିଲାମାନେ ବାଲିଗୁଡ଼ିଏ ଗଦା କରି ତହିଁରେ ଖଣ୍ଡେ ବାଡ଼ି ପୋତି ଦିଅନ୍ତି ଓ ସେହି ବାଡ଼ିଠାରୁ ୧୪: ପାହୁଣ୍ଡ ମାପି ଖେଳାଳିମାନେ ଦୂରରେ ଠିଆ ହୁଅନ୍ତି ସମସ୍ତେ ଠିଆ ହେଲା ପରେ ଖେଳର ବିଚାରପତି ୩ଟି ତାଳି ମାରିଦିଅନ୍ତି ଓ ଦୂରରେ ଠିଆ ହେବା ପିଲାମାନଙ୍କ ମଧ୍ୟରୁ ୩ଟି ତାଳିମରା ଶେଷ ହେବା ସମୟକୁ ଯେଉଁ ଖେଳାଳି ଆସି ସେ ବାଡ଼ିକୁ ପ୍ରଥମେ ସ୍ପର୍ଶ କରେ ସେ ଜିତେ ଏଥିରେ ଦୂରତ୍ନ ମାପିବାରେ ପ୍ରକାରଭେଦ ଅଛି]