ଚଉଦ ବିଶ୍ୱା

ଉଇକିଅଭିଧାନ‌ରୁ

ଚଉଦ ବିଶ୍ୱା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି ରୋଗ ବା ବିପଦଦ୍ୱାରା ବିଶେଷ ଭାବରେ ଆକ୍ରାନ୍ତ ହେବା; ଅତି ଆକ୍ରାନ୍ତ ଅବସ୍ଥା — ୧. Great distress.

ନିଶ୍ୱାସ ବନ୍ଦ ହୋଇ ପେଟ ଫୁଲାଇ ଚଉଦବିଶ୍ୱା ହେଲାଣି— ନୀଳକଣ୍ଠ. ପିଲାଙ୍କ ରାମାୟଣ

୨. ଦୁର୍ବହ ଅବସ୍ଥା —୨. Unbearable condition.