Jump to content

ଚଉଦ ମାଦଳ

ଉଇକିଅଭିଧାନ‌ରୁ

ଚଉଦ ମାଦଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀ ସହରରେ ଥିବା ଚୈତନ୍ୟଭକ୍ତ ସମ୍ପ୍ରଦାୟଗଣ ଚଉଦଖଣ୍ଡି ମାଦଳ ବା ମୃଦଙ୍ଗ ଓ ଝାଞ୍ଜ ବଜାଇ ନଗର ଓ ଜଗନ୍ନାଥଙ୍କ ବେଢ଼ାରେ କରିବା ସଂକୀର୍ତ୍ତନ —A procession of the followers of

Chaitanya round the compound of the Temple and in the town of puri accompained by ୧୪ drums and cymbals.