ଚଉପଣି
ଚଉପଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଚଉପଣି
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ୧/୪: ହିସାବରେ ଆଦାୟ କରାଯିବା ଶୁକ୍ଳ — ୧. Cess livied at the rate of ୧/୪.
- ୨. କୌଣସି ବସ୍ତୁର ଏକ ଚତୁର୍ଥାଂଶ — ୨. One fourth.
- ୩. ରୟତି ଜମି ବିକ୍ରି ହେଲେ ଜରସମନର ୧/୪: ହିସାବେ ନିଆଯିବା ଜମିଦାରଙ୍କ ପ୍ରାପ୍ୟ ଦାଖଲଖାରଜ ରୋସମ — ୩. Mutation fees payable to the zamindar at the rate sale of the consideration on the sale of a rayati holding.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଚାରିପଣ ବା ୧/୪: ହିସାବରେ ନିଆଯିବା (ଶୁକ୍ଳ) — ୧. (a tax) Levied at the rate of ୧/୪.
- ୨. ସାଧାରଣ ଉତ୍ପନ୍ନ ଫସଲର ହାରାହାରି ୧/୪: ହିସାବରେ ହୋଇଥିବା (ଫସଲ) —୨. (crop) Produced at the rate of ୧/୪ of the normal produce.
- ୩. ଚାରିଭାଗରୁ ଭାଗେ ପାଇବା (ଅଂଶୀଦାର) — ୩. (share-holder) Entitled to a fourth share.
- ୪. ଚାରିଭାଗରୁ ଏକଭାଗରେ ମାଲିକ ହୋଇଥିବା (ଜମିଦାର) — ୪. (a zamindar) Owning one-fourth of the properietory right of an estate.
- ୫. ଯେଉଁ କିସ୍ତିରେ ରାଜସ୍ୱର ବା ଖଜଣାର ୧/୪ ଦାଖଲ କରା— ଯାଏ —୬. (an instalment) Inwhich ୧/୪ of the rent o revenue is to be deposited.