ଚଉପଦୀ

ଉଇକିଅଭିଧାନ‌ରୁ

ଚଉପଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଷ୍ପଦୀ)[ସମ୍ପାଦନା]

୧. ଚାରି ଓ କ୍ୱଚିତ୍ ତତୋଽଧିକ ପଦ ବିଶିଷ୍ଟ ସଙ୍ଗୀତ ବା କବିତା — ୧. A song or poem ordinarily consisting of ୪ couplets.

ଚାରୁବେଶାର ମୁହିଁ ଅନ୍ତରଙ୍ଗ ଚଉପଦୀ ଗୀତ ରଚନା ସଙ୍ଗ କବିସୂର୍ଯ୍ୟ. କବିତା

୨. (ସଂସ୍କୃତ - ଚତୁଷ୍ପୃତ୍ରୀ) ଚାରିକୋଣିଆଁ ପତ୍ରର ଦନା; ଠୋଲା — ୨. A square cup made of leaves sewn together.