ଚଉପହରା
ଦେଖଣା
ଚଉପହରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ଚତୁଷ୍ପ୍ରହର)
[ସମ୍ପାଦନା]- ୧. ଯେଉଁ ଦାସ ବା ଦାସୀମାନେ ପ୍ରଭୁଙ୍କ ନିକଟରେ ରାତି ଓ ଦିନ ଚାରି ପହର ଲେଖାଏଁ ପାଳି କରି ଉପସ୍ଥିତ ଥାଆନ୍ତି; ଅର୍ଦ୍ଦଳୀ — ୧. Servants attending on the master throughout the day and night by turns of ୪ prahars or ୧୨ hours each.
ଚଉପହରା ଦାସୀଙ୍କ ଉପରେ ଚାପୋଡ଼ ଫରମାସଇ କୋପରେ କବିସୂର୍ଯ୍ୟ. କବିତା
- ୨. ଯେଉଁ ଚାକର ଓ ମୁଲିଆମାନେ ଦିନ ରାତି ୮ ପହର ମଧ୍ୟରୁ କେବଳ ଦିନ ଚାରି ପ୍ରହର ପାଇଁ ଖଟନ୍ତି — ୨. A labourer or servant who attends on his master for ୧୨ hours only in ୨୪ hours.