Jump to content

ଚଉବଚା

ଉଇକିଅଭିଧାନ‌ରୁ

ଚଉବଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଚଉବଚ୍ଚା, ଚଉବାଚା, ଚଉବାଚ୍ଚାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଫାରାସୀ - ଚହ୍ୱଚ୍ଚା; ଚହ୍=କୁଅ+ବଚ୍ଚା=କ୍ଷୁଦ୍ର; ଛୋଟ କୁଅ)

[ସମ୍ପାଦନା]

ଭୂମି ଉପରେ ଇଟା, ପଥର ଆଦିଦ୍ୱାରା ଚୂନରେ ଗଢ଼ାଯିବା ଜଳାଧାର; କ୍ଷୁଦ୍ର ଜଳାଧାର; କୁଣ୍ଡ — A small reservoir of stone or brick masonry for storage of water.