ଚଉବନୀ ସେର
ଦେଖଣା
ଚଉବନୀ ସେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧୮. ଟଙ୍କା ଓଜନର ସେର; କଟକୀ ସେର A seer of ୧୦୮ tolas.
[ ଦ୍ର—କଟକୀ ସେରର ଓଜନ ୧୮: ତୋଳା; କିନ୍ତୁ ଏଥିର ଅଧେ ଅର୍ଥାତ୍ ୫୪: ସଂଖ୍ୟାଦ୍ୱାରା ଏହାର କାହିଁକି ନାମକରଣ ହୋଇଅଛି? ୮ ତୋଳା ଓଜନର ସେରକୁ ବାଲେଶ୍ୱରୀ ବା କଚ୍ଚା ସେର କହନ୍ତି; କଲିକତାରେ ଏବଂ ଉତ୍କଳଭାଷୀ ଅନ୍ୟସମସ୍ତ ଅଞ୍ଚଳମାନଙ୍କରେ ବାଲେଶ୍ୱରୀ ସେର ବ୍ୟବହୃତ ହୁଏ, କେବଳ କଟକ ଓ ତନ୍ମିକଟବର୍ତ୍ତୀ ଅଞ୍ଚଳରେ ଚଉବନୀ ସେର ପ୍ରଚଳିତ]