ଚଉବର୍ଗ
ଦେଖଣା
ଚଉବର୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍ବର୍ଗ)
[ସମ୍ପାଦନା]ଧର୍ମ, ଅର୍ଥ, କାମ ଓ ମୋକ୍ଷରୂପ ମନୁଷ୍ୟ— ଜୀବନର ଚାରିଗୋଟି ଲକ୍ଷ୍ୟ ବା ଫଳ —Fourfold aims or summum bonum of the life of a man. (religion, wealth, dasire and salvation).
ତେଣେ ସନ୍ତୋଷ ବିଷ୍ଣୁ ହୋଇ, ପ୍ରାଣିଙ୍କି ଚଉବର୍ଗ ଦେଇ ଜଗନ୍ନାଥ. ଭାଗବତ