Jump to content

ଚଉଭୁଜୀ

ଉଇକିଅଭିଧାନ‌ରୁ

ଚଉଭୁଜୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଚତୁର୍ଭୁଜ)

[ସମ୍ପାଦନା]

ଚାରିବାହୁବିଶିଷ୍ଟ — Having four sides.

ଚଉଭୁଜୀ କୁଞ୍ଜଘର ସହସ୍ରେ ପାଖୁ଼ଡ଼ା—ପ୍ରାଚୀ. ବ୍ରହ୍ମନିରୂପଣଗୀତା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଚଉହଦି; ଚତୁଃସୀମା — Boundaries on the ୪ sides.