ଚଉମୁହାଣୀ
ଦେଖଣା
ଚଉମୁହାଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚଉମୁହାଣୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁର୍+ଫା, ମୁହାନା=ନଦୀର ସମୁଦ୍ରରେ ମିଳନସ୍ଥଳ)
[ସମ୍ପାଦନା]- ୧. ଯେଉଁ ସ୍ଥାନରେ ନଦୀ ଏକାଧିକ ଶାଖା ମେଲି ସମୁଦ୍ରରେ ଯାଇ ପଡ଼ିଅଛି — ୧. Delta; the place where a river branches off and falls into the sea.
- ୨. ଚୌରାସ୍ତା (ଦେଖ) - ୨. Ch&aline;&uline;rāstā (See)