Jump to content

ଚଉରବାସ

ଉଇକିଅଭିଧାନ‌ରୁ

ଚଉରବାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଚୌରବାସ)

[ସମ୍ପାଦନା]

ବନ୍ଦିଘର — Jail

ବିହରିତ ଲଙ୍କାରେ ସ୍ୱଭାବବଶେ ବନ୍ଧନ ପାଏ ରକ୍ଷ ଚଉରବାସେ—ଭଞ୍ଜ. ବୈଦେହୀଶବିଳାସ