Jump to content

ଚଉରାଅଶି

ଉଇକିଅଭିଧାନ‌ରୁ

ଚଉରାଅଶି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଉରାଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂ . ଚତୁରଶୀତି; ପ୍ରା. ଚଉରାସୀଇ)

[ସମ୍ପାଦନା]

ଅଶି ଅପେକ୍ଷା ଚାରି ଅଧିକ ସଂଖ୍ୟ; ୮୪: — Eightyfour.

ଦେଶଜ - ବିଶେଷଣ -

[ସମ୍ପାଦନା]

୮୪: ସଂଖ୍ୟକ — Nambering eightyfour.