Jump to content

ଚଉରା ସେବା

ଉଇକିଅଭିଧାନ‌ରୁ

ଚଉରା ସେବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୁଳସୀତଚଉରାରେ ରୋପିତ ଓ ସଯତ୍ନବର୍ଦ୍ଧିତ ତୁଳସୀ ବା ବୃନ୍ଦାବତୀଙ୍କୁ ଜଳଦାନ ଓ ପୂଜାଆଦି କରିବାରୂପ କର୍ତ୍ତବ୍ୟ କାର୍ଯ୍ୟ —Act of worshipping and watering the holy Basil plant reared up on a mound.