Jump to content

ଚଉଳଭଜା

ଉଇକିଅଭିଧାନ‌ରୁ

ଚଉଳଭଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଣ୍ଡୁଳ+ଭର୍ଜନ)

[ସମ୍ପାଦନା]
୧. ଭଜା ହୋଇ— ଥିବା ଚାଉଳ; ଭୃଷ୍ଟ ତଣ୍ଡୁଳ; ମୁଢ଼ି — ୧. Fried rice.
୨. ହାଣ୍ଡି ମଧ୍ୟରେ ବାଲି ବିଛାଇ ସେହି ବାଲିସ୍ତର ଉପରେ ଚାଉଳକୁ ଖଡ଼ିକାମୁଠାରେ ଖରଡ଼ି ଖରଡ଼ି ଅଗ୍ନି— ତାପରେ ଭାଜିବା ପ୍ରକ୍ରିୟା —୨. The operation of frying rice on sand in a pot over fire.