Jump to content

ଚଉଳ୍ତୀ

ଉଇକିଅଭିଧାନ‌ରୁ

ଚଉଳ୍ତୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଯେଉଁ ସ୍ତ୍ରୀ ଧାନ କିଣି ଆଣି ଚାଉଳ କୁଟି ବେପାର କରେ —The woman whose profession is to purchase paddy, husk it and sell the rice so produced on profit.