Jump to content

ଚଉଶାଳା

ଉଇକିଅଭିଧାନ‌ରୁ

ଚଉଶାଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଃଶାଳା)

[ସମ୍ପାଦନା]
୧. ବର୍ଗାକୃତି ଘର; ମୁନିମାନଙ୍କ ଘର — ୧. A block-house; a square house; the hut of a hermit.
୨. ଚାରି ପାଖେ ଢାଳୁ ଚାଳଥିବା ଘର — ୨. A house having ୪ sloping thatches on ୪ sides; a thatched bungalow.