ଚଉସମାଳି

ଉଇକିଅଭିଧାନ‌ରୁ

ଚଉସମାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚତୁଃ+ସୀମା; ତୁଳ, ଦୋସମାଳୀ, ତିସମାଳୀ)[ସମ୍ପାଦନା]

ଯେଉଁ ସ୍ଥାନରେ ୪ଟି ମଉଜାର ସୀମା ମିଳିଅଛି — A point where the boundaries of four villages meet.