Jump to content

ଚଉହତ୍ତା

ଉଇକିଅଭିଧାନ‌ରୁ

ଚଉହତ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚଉହତା—ଅନ୍ୟରୂପ)

ଦେଶଜ - ବିଶେଷଣ -(ସଂସ୍କୃତ - ଚତୁର୍+ଆ ଉହାତହ୍)

[ସମ୍ପାଦନା]
୧. ଚାରି ଦିଗରେ ବାଡ଼ ବା ପ୍ରାଚୀରଦ୍ୱାରା ବେଷ୍ଟନ କରା ଯାଇ ୧. Surrounded by a compound wall on all sides.
୨. (ସଂସ୍କୃତ - ଚତୁଃ+ହସ୍ତା)—ହୃଷ୍ଟପୁଷ୍ଟ ଓ ବଳବାନ୍ (ମରଦ) — Tall and strong (man).

[ ଦ୍ର—ସାଧାରଣ ଲୋକେ ଉଚ୍ଚରେ ୩/?/ ହାତ ହୁଅନ୍ତି, ଚାରି ହାତ ଡେଙ୍ଗା ଲୋକ ସାଧାରଣଙ୍କୁ ଅପେକ୍ଷା ବଡ଼]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚାରିପାଖେ ବୁଲିଥିବା ପାଚେରୀ — A compound-wall raised round a place.